Shopping Cart


Return To Shop
View Cart

Bhaktabitana/ ଭକ୍ତବିତାନ By Dr. Niranjan Mishra SPR

Bhaktabitana/ ଭକ୍ତବିତାନ By Dr. Niranjan Mishra SPR ଏହି ଭକ୍ତବିତାନ seriesରେ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୂକୁଳଚନ୍ଦ୍ରଙ୍କର ଭକ୍ତ ପାର୍ଷଦ ମାନଙ୍କର ଜୀବନଚରିତ ବିସ୍ତୃତଭାବେ ପ୍ରକାଶ କରିବାକୁ ଚେଷ୍ଟା କରାଯାଇଛି | Part-1:ପ୍ରଥମ ଭାଗରେ ଶ୍ରୀଯୁକ୍ତ ଦୁର୍ଗନାଥ ସାନ୍ୟାଲ ଓ ଶ୍ରୀଯୁକ୍ତ ବିରାଜକୃଷ୍ଣ ଭଟ୍ଟାଚାର୍ଯ୍ୟଙ୍କ ଉତ୍ସର୍ଗିକୃତ ଜୀବନଚରିତକୁ ବିସ୍ତୃତଭାବେ ପ୍ରକାଶ କରିବାକୁ ଚେଷ୍ଟା କରାଯାଇଛି | Part-2:ଦ୍ଵିତୀୟ ଭାଗରେ ଡ଼. ସତୀଶ ଜୋୟାରଦାର, ଶ୍ରୀଯୁକ୍ତ ଦିନନାଥ ପାଲ ଓ ଶ୍ରୀଯୁକ୍ତ ପ୍ରିୟନାଥ ବାସୁଙ୍କ ଉତ୍ସର୍ଗିକୃତ ଜୀବନଚରିତକୁ ବିସ୍ତୃତଭାବେ ପ୍ରକାଶ କରିବାକୁ ଚେଷ୍ଟା କରାଯାଇଛି |


( No Reviews )

₹ 130

Part
Order From Whatsapp
Seller Gyanajyoti
Tags Bhaktibitan dr niranjan mishra gyanajyoti part 1 part 2 ଭକ୍ତବିତାନ
Cancelable till processed
1 Days Returnable
Product Details :
Part : Part1, Part2

Related Products



(1203 Reviews )

whatsapp