Shopping Cart


Return To Shop
View Cart

Tatwabibeka/ତତ୍ତ୍ୱ-ବିବେକ By Dr. Niranjan Mishra SPR

Tatwabibeka ପ୍ରତିଟି ନିବନ୍ଧରେ ଶବ୍ଦର ବ୍ୟୁତ୍ପତ୍ତିକ ଅର୍ଥ ସହିତ ୟୁରୋପୀୟ ଭାଷାରେ ସମାର୍ଥକ ଶବ୍ଦର ବ୍ୟୁତ୍ପତ୍ତିକ ପରିଭାଷାର ତୁଳନାତ୍ମକ ଅଧ୍ୟୟନ କରାଯାଇଛି | ପୁନଶ୍ଚ ବେଡ଼ବାଂଗମୟରୁ ଆରମ୍ଭ କରି ଅଦ୍ୟାବଧି ସେହି ତତ୍ତ୍ୱର କ୍ରମବିକାଶ କିପରି ହୋଇଛି ତାହାର ଧାରାବାହିକ ଇତିହାସ ମଧ୍ୟ ପ୍ରସ୍ତୁତ କରାଯାଇଛି | ଏଥିରେ ବେଦ-ବ୍ରାହ୍ମଣ-ଯୋଗବଶିଷ୍ଠ ରାମାୟଣ-ଉପନିଷଦ-ରାମାୟଣ-ମହାଭାରତ-ଭଗବତଗୀତା ସ୍ମୃତୀଶାସ୍ତ୍ର-ତ୍ରିପିଟକ-ପବିତ୍ର ବାଇବେଲ-ପବିତ୍ର କୋରାନଶ୍ରୀ ଶ୍ରୀ ରାମକୃଷ୍ଣ କଥାମୃତ ଦେଇ ବର୍ତ୍ତମାନ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମାତାଦର୍ଶ ପର୍ଯ୍ୟନ୍ତ ମତମାନଙ୍କର ଅବତାରଣା କରାଯାଇଛି |


( No Reviews )

₹ 0

160

Order From Whatsapp
Seller Gyanajyoti
Tags dr niranjan mishra gyanajyoti Tatwabibeka ତତ୍ତ୍ୱ-ବିବେକ books spiritual books
Cancelable till processed
1 Days Returnable
Product Details :

Related Products



(1203 Reviews )

whatsapp